ଫୋକସରେ ମାଓ ଗତିବିଧି: ଦକ୍ଷିଣ ପଶ୍ଚିମାଞ୍ଚଳ ରେଂଜର ୬ ଜିଲ୍ଲାର ଏସ୍ପିଙ୍କୁ ନେଇ ଡିଆଇଜିଙ୍କ ସମୀକ୍ଷା ବୈଠକ
କୋରାପୁଟ (କେନ୍ଯୁଜ୍): ଫୋକସରେ ମାଓ ଗତିବିଧି, ଆଇନଶୃଙ୍ଖଳା, ଅପରାଧ ଓ କରୋନା ସ୍ଥିତି। ଦକ୍ଷିଣ ପଶ୍ଚିମାଞ୍ଚଳ ରେଂଜର ୬ ଜିଲ୍ଲାର ଏସ୍ପିଙ୍କୁ ନେଇ ଡିଆଇଜିଙ୍କ ସମୀକ୍ଷା ବୈଠକ।
କୋରାପୁଟ ଡିଆଇଜି କାର୍ଯ୍ୟାଳୟରେ ରାଜେଶ ପଣ୍ଡିତଙ୍କ ଅଧ୍ୟକ୍ଷତାରେ ବୈଠକ ବସିଛି। ବୈଠକରେ କୋରପୁଟ,…