ଫୋକସରେ ମାଓ ଗତିବିଧି: ଦକ୍ଷିଣ ପଶ୍ଚିମାଞ୍ଚଳ ରେଂଜର ୬ ଜିଲ୍ଲାର ଏସ୍‌ପିଙ୍କୁ ନେଇ ଡିଆଇଜିଙ୍କ ସମୀକ୍ଷା ବୈଠକ

କୋରାପୁଟ (କେନ୍ଯୁଜ୍): ଫୋକସରେ ମାଓ ଗତିବିଧି, ଆଇନଶୃଙ୍ଖଳା, ଅପରାଧ ଓ କରୋନା ସ୍ଥିତି। ଦକ୍ଷିଣ ପଶ୍ଚିମାଞ୍ଚଳ ରେଂଜର ୬ ଜିଲ୍ଲାର ଏସ୍‌ପିଙ୍କୁ ନେଇ ଡିଆଇଜିଙ୍କ ସମୀକ୍ଷା ବୈଠକ।

କୋରାପୁଟ ଡିଆଇଜି କାର୍ଯ୍ୟାଳୟରେ ରାଜେଶ ପଣ୍ଡିତଙ୍କ ଅଧ୍ୟକ୍ଷତାରେ ବୈଠକ ବସିଛି। ବୈଠକରେ କୋରପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାର ଏସ୍‌ପି ଉପସ୍ଥିତ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.