ଡିଜିଟାଲ ଟ୍ରାନଜାକସନ୍ ଫେଲ୍ ହେଲେ ବ୍ୟାଙ୍କ ପ୍ରତିଦିନ ଦେବ ୧୦୦ ଟଙ୍କା ଜରିମାନା, ପଢ଼ନ୍ତୁ ଏହାକୁ ନେଇ ସମ୍ପୂର୍ଣ୍ଣ…
ଯଦି ଆପଣ କାହାକୁ ୟୁପିଆଇ ଦ୍ୱାରା ପେମେଣ୍ଟ କରିଛନ୍ତି ଏବଂ ଆପଣଙ୍କ ଖାତାରୁ ଟଙ୍କା କଟିଯାଇଛି, ଆଉ ଦୋକାନୀଙ୍କୁ ପେମେଣ୍ଟ ହେଇନି । ତାହେଲେ ଭୟ କରିବାର ଆବଶ୍ୟକ ନାହିଁ। ଏହିଭଳି ପରିସ୍ଥିତିରେ ଖାତାରୁ କଟିଥିବା ଟଙ୍କାକୁ ବ୍ୟାଙ୍କ ତୁରନ୍ତ ଫେରାଇଦିଏ। ଯଦି ଏମିତି ନହେଉଛି ତାହେଲେ ଆପଣଙ୍କୁ…