Below header
Browsing Tag

dillip tirkey

ହକି ତାରକା ଦିଲ୍ଲୀପଙ୍କୁ ଜନ୍ମ ଦିନର ଶୁଭେଚ୍ଛା, ଅନ୍ତର୍ଜାତୀୟ କ୍ଷେତ୍ରରେ ଓଡିଶାକୁ ଦେଇଥିଲେ ସ୍ୱତନ୍ତ୍ର ପରିଚୟ

ଓଡିଶା ହକି ଇତିହାସରେ ଦିଲୀପ ତିର୍କୀଙ୍କର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି, ରହିବ ମଧ୍ୟ । ସେ ହେଉଛନ୍ତି ଏମିତି ଜଣେ ଖେଳାଳି ଯିଏ ଅନ୍ତର୍ଜାତୀୟ ହକି କ୍ଷେତ୍ରରେ ଓଡିଶାକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛନ୍ତି । ୧୯୭୭ ମସିହା ଆଜିର ଦିନରେ ସୁନ୍ଦରଗଡ ଜିଲ୍ଲାର ଭିନସେଣ୍ଟ ତୀର୍କ୍କୀ ଓ ରେଗିନା…