Browsing Tag

discount on wine for fully vaccinated people

ଅଦ୍ଭୁତ ଅଫର : ଦୁଇଟି କରୋନା ଡୋଜ ନେଇଥିବା ଲୋକଙ୍କୁ ମଦରେ ମିଳିବ ୧୦ % ଡିସକାଉଣ୍ଟ

ମନ୍ଦସୋର : କରୋନା ମହାମାରୀକୁ ଜିତିବାକୁ ହେଲେ ଟିକା ଏକମାତ୍ର ସାଧନ ବୋଲି ଗବେଷକମାନେ ପ୍ରକାଶ କରିଛନ୍ତି । କାରଣ ସଂକ୍ରମଣ ରୋକିଲେ ହିଁ କରୋନାକୁ ରୋକି ହେବ । ତେଣୁ କରୋନା ଟିକା ଲଗାଇବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି । ହେଲେ କିଛି ଲୋକେ ଟିକା ନେବାକୁ ଇଚ୍ଛା ପ୍ରକାଶ କରୁନାହାଁନ୍ତି…