Below header
Browsing Tag

disturbance

ଭୋଜି ଖାଇବାକୁ ନେଇ ବରଯାତ୍ରୀଙ୍କ ଭିତରେ ହଣାକଟା ସାଙ୍ଗକୁ ମାରପିଟ୍‌, ରଣକ୍ଷେତ୍ର ପାଲଟିଲା ବିବାହ ମଣ୍ଡପ

ବ୍ରହ୍ମଗିରି : ରଣକ୍ଷେତ୍ର ପାଲଟିଲା ବିବାହ ମଣ୍ଡପ। ଭୋଜି ଖାଇବାକୁ ନେଇ ବରଯାତ୍ରୀ ବରଯାତ୍ରୀ ମଧ୍ୟରେ ହଣାକଟା, ମାରପିଟ୍‌। ଘଟଣା ଘଟିଛି ବ୍ରହ୍ମଗିରି ଅଞ୍ଚଳରେ। ରାୟପୁର ଓ ଘଣପଣ ଗାଁରୁ ଆସିଥିବା ବରଯାତ୍ରୀଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଛି। ଘରପଣ ଗାଁର ୬ ଜଣ ବରଯାତ୍ରୀ ଗୁରୁତର…