Below header
Browsing Tag

divyajyoti koila

ଜଳେଶ୍ଵରର ଦିବ୍ୟଜ୍ୟୋତି, ମାତ୍ର ୧୩ ବର୍ଷ ବୟସରେ ହାସଲ କରିପାରିଛନ୍ତି ଦୁଇ ଶହରୁ ଅଧିକ ଟ୍ରଫି

ଜଳେଶ୍ଵର: ବଣମଲ୍ଲୀ ବଣରେ ଫୁଟି ମଉଳିଯିବା ପୂର୍ବରୁ ବେଳେ ବେଳେ ତାର ମହକ ଲୋକମାନଙ୍କୁ ଆକର୍ଷିତ କରିଥାଏ । ଆମେ ଏଠି କୌଣସି ସତ ସତିକା ବଣମଲ୍ଲୀ କଥା କହୁନୁ , ଆମେ କହୁଛି ଜଳେଶ୍ଵର ବ୍ଲକ ଅନ୍ତର୍ଗତ ରାଇବଣିଆ ଅଞ୍ଚଳର ଦିବ୍ୟଜ୍ୟୋତିଙ୍କ କଥା। ତାଙ୍କ ନାଟି ଯେମିତି , କାମ ମଧ୍ୟ ସେମିତି।…