Below header
Browsing Tag

Divyang devotees

ଶ୍ରୀମନ୍ଦିରରେ ଦିବ୍ୟାଙ୍ଗଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା, ହ୍ୱିଲ୍ ଚେୟାର ନୁହେଁ କାଠ ସବାରୀରେ ଯାଇ ମହାପ୍ରଭୁଙ୍କ…

ପୁରୀ (କେନ୍ୟୁଜ): ଶ୍ରୀମନ୍ଦିରରେ ଦିବ୍ୟାଙ୍ଗଙ୍କ ପାଇଁ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା । ସହଜ ହେବ ଶ୍ରୀଜିଉଙ୍କ ଦର୍ଶନ। ଉତ୍ତରଦ୍ବାର ଦେଇ ଦର୍ଶନ କରିବେ ଭକ୍ତ। ଆଉ ହ୍ୱିଲ୍ ଚେୟାର ନୁହେଁ କାଠ ସବାରୀରେ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ ଦିବ୍ୟାଙ୍ଗ ଭକ୍ତ । ଅନଲାଇନ୍ ପଞ୍ଜିକରଣ ପରେ ପ୍ରଶାସନ…