Below header
Browsing Tag

Diwali stickers

ଦୀପାବଳିରେ ସାଙ୍ଗମାନଙ୍କୁ ପଠାନ୍ତୁ Whatsapp Diwali Stickers, ହ୍ଵାଟସଅପରେ ଏପରି କରନ୍ତୁ ସେୟାର

ଦୀପାବଳି ହେଉଛି ଆଲୋକ ଏବଂ ଖୁସିର ପର୍ବ। କେବଳ ଭାରତ ନୁହେଁ ସାରା ଦୁନିଆର ଅନେକ ଦେଶ ଦୀପାବଳି ପର୍ବକୁ ବହୁତ ଧୂମଧାମରେ ପାଳନ କରନ୍ତି। କିଏ ନିଜ ଘରେ ସୁନ୍ଦର ସୁନ୍ଦର ରଙ୍ଗୋଲୀ ବନାଇଲେଣି ତ ଆଉ କିଏ ଘରକୁ ଦୀପରେ ସଜାଇଲେଣି। ଆପଣଙ୍କ ଦୀପାବଳି ଖୁସି କମ୍‌ ନହେଉ ସେଥିପାଇଁ ଡେଭଲପର୍ସ ବହୁତ…

ଦୀପାବଳିରେ ନିଜର ପ୍ରିୟଜନଙ୍କୁ ପଠାନ୍ତୁ ଏହି ଖାସ୍ WhatsApp ଷ୍ଟିକର୍ସ, ଏଇଠି ରହିଛି ସହଜ ଟିପ୍ସ

ଦୀପାବଳିର ପର୍ବ ବା ଆଲୋକର ପର୍ବକୁ ସାରା ବିଶ୍ୱ ଉତ୍କଣ୍ଠାର ସହିତ ଚାହିଁ ରହିଥାଏ। ହେଲେ ଏହି ପର୍ବକୁ ରବିବାର ତଥା ଆସନ୍ତା କାଲି ସାରା ଭାରତ ପୂରା ଧୂମଧାମରେ ପାଳନ କରିବ। ଏହାସହିତ ଏହି ପବିତ୍ର ଏବଂ ଶୁଭ ଅବସରରେ ବନ୍ଧୁ ପରିଜନଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇବେ। ଏହି ଦିନରେ ଆପଣ ଆପଣଙ୍କ…