Below header
Browsing Tag

dog ban

କେନ୍ଦ୍ରର କଡ଼ା ନିର୍ଦ୍ଦେଶ, ଏଣିକି ଆଉ ରଖିପାରିବେନି ଏହି ୨୩ ପ୍ରଜାତିର କୁକୁର

ନୂଆଦିଲ୍ଲୀ : ଦେଶରେ ବଢ଼ୁଛି କୁକୁରଙ୍କ ପାଦ୍ରୁଭାବ । ପୋଷା କୁକୁର ସମେତ ବୁଲା କୁକୁରଙ୍କ କାମୁଡ଼ାରେ ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଦେଶର ବିଭିନ୍ନ ସହରରେ କୁକୁର କାମୁଡ଼ା ଘଟଣା ବଢ଼ୁଥିବାରୁ ଚିନ୍ତାବ୍ୟକ୍ତ କରିଛନ୍ତି କେନ୍ଦ୍ର ସରକାର । ପଶୁପାଳନ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ…