Below header
Browsing Tag

dog breast feeds to a goat

ମାତୃତ୍ୱ ଦେଖେନି ପର ଆପଣା, ନିଜ ଛାତିର କ୍ଷୀରକୁ ଛେଳି ଛୁଆକୁ ପିଆଇଲା କୁକୁର

ଜଗତସିଂହପୁର (କେନ୍ୟୁଜ) : ଛାଡି ଚାଲିଗଲା ମାଆ, ମାତୃତ୍ୱ ଦେଖାଇଲା କୁକୁର। ନିଜ ଛାତିରୁ ଅଜାଡିଦେଲା କ୍ଷୀର। ଜମା ବି ଭାବିଲାନି କିଏ ପର କିଏ ଆପଣାର, ପର ପିଲାର ଜୀବନ ବଞ୍ଚାଇବାକୁ ଯାଇ ଛେଳିକୁ ସ୍ତନ୍ୟପାନ କରାଇଲା କୁକୁର। ଆଉ ପ୍ରମାଣ କରିଦେଲା ଦୁନିଆରେ ମାତୃତ୍ୱ ଠାରୁ ଆଉ କିଛି ବଡ…