Below header
Browsing Tag

dog kill snake

ପୁଣି ବିଶ୍ବସ୍ତ ପ୍ରାଣୀ ମନ ଜିଣିଲା, ବିଷଧର ନାଗ ସହ ଲଢେଇରେ ପ୍ରାଣ ହରାଇ ଉଦ୍ଧାର କଲା ମାଲିକ ଜୀବନ, ଦେଖନ୍ତୁ ଭିଡିଓ

ବ୍ରହ୍ମପୁର(କେନ୍ୟୁଜ୍): ନାଗ ସାପ ସହ ଲଢ଼ିଲା । ହେଲେ ନିଜ ଜୀବନ ବଞ୍ଚାଇ ପାରିଲାନି। ବିଶ୍ବସନୀୟତାର ପ୍ରମାଣ ଦେଇ ଶେଷରେ ଜୀବନ ହାରିଛି ଏକ ପୋଷା କୁକୁର। ଘଟଣାଟି ଘଟିଛି ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଳକ ଅନ୍ତର୍ଗତ ରଣ୍ଢା ବଜାରରେ । ଆଜି ଦିନ ୧୨ଟା ବେଳେ ଏକ ବିରାଟକାୟ ନାଗ ପଞ୍ଚମା…