Below header
Browsing Tag

dog saved the child from gutter

ହୃଦୟହୀନ ମା; ନବଜାତକୁ ପଲିଥିନ୍‌ରେ ବାନ୍ଧି ନାଳରେ ଫିଙ୍ଗି ଦେଲା, ଠାବ କଲା ବୁଲା କୁକୁର

ନାଳରୁ ମିଳିଲା ନବଜାତ ଶିଶୁ କନ୍ୟା । ଠାବ କଲା କୁକୁର । ଏଭଳି ସମ୍ବେଦନଶୀଳ, ସ୍ପର୍ଶକାତର ଘଟଣା ଘଟିଛି ହରିଆଣା ଅମ୍ବାଲା ଅନ୍ତର୍ଗତ କୈଥଲରେ । ଶିଶୁ କନ୍ୟାଟି ଜନ୍ମ ହେବାର କିଛି ସମୟ ପରେ କେହି ହୃଦୟହୀନ ବ୍ୟକ୍ତି ପିଲାଟିକୁ ଏକ ପଲିଥିନ ଭିତରେ ଗୁଡ଼ାଇ ନାଳ ଭିତରେ ପକାଇ ଦେଇଥିଲା । ତେବେ…