Below header
Browsing Tag

donkey fair

ଗଧମାନଙ୍କ ମେଳାରେ ଏତେ ଟଙ୍କାରେ ବିକ୍ରି ହେଲେ ସଲମାନ ଓ ଶାହରୁଖ! କ୍ୟାଟ୍ରିନାର ଝଲକ୍‌ ପାଇବା ପାଇଁ ଭିଡ଼ ଜମାଇଲେ ଲୋକେ

ମଧ୍ୟ ପ୍ରଦେଶର ସତନା ଜିଲ୍ଲାର ଧାର୍ମିକ ନଗରୀ ଚିତ୍ରକୂଟରେ ଏକ ନିଆରା ମେଳା ଲାଗିଛି। ଏହି ମେଳା ଏଠାରେ ପ୍ରବାହିତ ମନ୍ଦାକିନୀ ନଦୀ କୂଳରେ ପଡ଼ିଛି। ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏଠାରେ କୌଣସି ଘରକରଣା ଜିନିଷପତ୍ରର ବିକାକିଣା ହେଉନାହିଁ, ବରଂ ଏହା ହେଉଛି ଗଧମାନଙ୍କ ମେଳା, ଯେଉଁଠି ସଲମାନ ଓ…