Below header
Browsing Tag

Dress code restrictions

ଏଣିକି ଶ୍ରୀମନ୍ଦିର ଗଲେ ପିନ୍ଧିବେ ମାର୍ଜିତ ତଥା ପାରମ୍ପରିକ ପୋଷାକ, ନୂଆ ବର୍ଷରୁ କଡାକଡି ହେବ ନିୟମ

ପୁରୀ (କେନ୍ୟୁଜ): ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ପାଇଁ ପୋଷାକ ଉପରେ କଟକଣା । ଏଣିକି ଶ୍ରଦ୍ଧାଳୁ ପିନ୍ଧି ପାରିବେ ନାହିଁ ଶାଳୀନତା ନଥିବା ପୋଷାକ । ଶାଳୀନତାପୂର୍ଣ୍ଣ ପୋଷାକ ନପିନ୍ଧିଲେ ଶ୍ରୀମନ୍ଦିରକୁ ପ୍ରବେଶ ମନା । ଚିରା ଫଟା ଜିନ୍ସ, ସ୍ଲିଭ ଲେସ୍ ପୋଷାକ, ହାଫ ପ୍ୟାଣ୍ଟ ପିନ୍ଧିଥିଲେ…