କଇଁ ଫୁଲ ତୋଳିବାକୁ ଯାଇ ବୁଡ଼ିଗଲେ , ମୃତ ଦେହ ଉଦ୍ଧାର
କେନ୍ଦୁଝର : କେନ୍ଦୁଝରରେ ଏକ ବନ୍ଧରୁ କଇଁ ଫୁଲ ତୋଳିବାକୁ ଯାଇ ଜଣେ ବ୍ୟକ୍ତି ବୁଡ଼ି ଯାଇଛନ୍ତି | ପ୍ରାପ୍ତ ସୂଚନା ଅନୁସାରେ କେନ୍ଦୁଝର ସଦର ଥାନା ଟିକରପଡ଼ା ଗାଁର ଦିନବନ୍ଧୁ ମହାନ୍ତଙ୍କ ଘରେ ଆଜି କିଛି ପୂଜା ଥିଲା । ତେଣୁ ସେ ଗାଁ ନିକଟର ଥିବା ବଡବନ୍ଧରୁ କଇଁ ଫୁଲ ତୋଳିବାକୁ ଆଜି ସକାଳ…