Below header
Browsing Tag

drug addiction center

ପୁଣି ନିଶା ନିବାରଣ କେନ୍ଦ୍ରରୁ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ତଦନ୍ତ କରୁଛି ପୋଲିସ

ଭୁବନେଶ୍ୱର(କେନ୍ୟୁଜ୍): ପୁଣି ନିଶା ନିବାରଣ କେନ୍ଦ୍ରରୁ ଝୁଲନ୍ତା ମୃତଦେହ ଉଦ୍ଧାର। ରାଜଧାନୀରେ ନିଶା ନିବାରଣ କେନ୍ଦ୍ରରୁ ଉଦ୍ଧାର ହୋଇଛି ମୃତଦେହ । ଭୁବନେଶ୍ୱର ନନ୍ଦନବିହାର ଅଞ୍ଚଳରେ ଥିବା ନିଶା ନିବାରଣ କେନ୍ଦ୍ରରୁ ଜଣେ ଅନ୍ତେବାସୀଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତଦେହ ଜବତ କରି ତଦନ୍ତ…

ନିଶା ନିବାରଣ କେନ୍ଦ୍ରରେ ନିିର୍ଦ୍ଧୁମ ମାଡ଼: ଯୁବକ ମୃତ, ମାଲିକ ଓ ୨ କର୍ମଚାରୀ ଗିରଫ

ଭୁବନେଶ୍ୱର (କେନ୍ୟୁଜ): ନିଶା ନିବାରଣ କେନ୍ଦ୍ରରେ ଅକଥନୀୟ ଅତ୍ୟାଚାର ଘଟଣା । ଅନ୍ତେବାସୀ ସର୍ବେଶ୍ୱର ବେହେରାଙ୍କ ମୃତ୍ୟୁ ଘଟିଥିବା ସୂଚନା । ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ସର୍ବେଶ୍ୱର । ଘଟଣାରେ ୩ ଜଣଙ୍କୁ ଗିରଫ କରିଥିଲା ମଞ୍ଚେଶ୍ୱର ଥାନା ପୋଲିସ । ସାଇକୃପା…