ସସପେଣ୍ଡ କଲେ କରିଦିଅନ୍ତୁ ହେଲେ ମୁଁ ପିଇବି, ଭାଇରାଲ୍ ହେଉଛି ନିଶାରେ ଚୁର ପୋଲିସ୍ ବାବୁଙ୍କ ଭିଡିଓ
ଉଦଳା(କେନ୍ୟୁଜ୍): ନିଶାରେ ଚୁର ପୋଲିସ୍ ବାବୁ । ନା ଚାଲିପାରୁଛନ୍ତି ନା ଛିଡା ହୋଇପାରୁଛନ୍ତି । କଣ କରୁଛନ୍ତି ନିଜେ ଜାଣିପାରୁନାହାନ୍ତି । ବାବୁ ଜଣକ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା କୁଣ୍ଡାବାଇ ଫାଣ୍ଡିରେ କାର୍ଯ୍ୟରତ କନେଷ୍ଟବଳ ଇଶ୍ୱର ମହାନ୍ତି ।
ଏମିତି ମଦ ପିଇଛନ୍ତି ଯେ…