Below header
Browsing Tag

drunker boy

ଦମ ଅଛିତ ମାରିକି ଦେଖା ! ବିଚ୍‌ ବଜାରରେ ପୋଲିସ୍‌କୁ ପିଟିଲା ମଦୁଆ, ଖାଇଲା ବି ନିର୍ଦ୍ଧୁମ ଛେଚା

ବରଗଡ଼(କେନ୍ୟୁଜ୍): ରାସ୍ତା ମଝିରେ ମଦୁଆ  ଯୁବକର ଉତ୍ପାତିଆ କାଣ୍ଡ।   ପୋଲିସ ସହ ହେଲା  ମୁହାଁମୁହିଁ । ବରଗଡ ସହର ଗାନ୍ଧୀ ଛକ ମୁଖ୍ୟ ରାସ୍ତାରେ ଦେଖିବାକୁ ମିଳିଥିଲା ଏଭଳି ଦୃଶ୍ୟ । ପାଟ୍ରୋଲିଂ ଗାଡ଼ିରେ ଥିବା ପୋଲିସ କର୍ମଚାରୀଙ୍କୁ ବିଚ୍‌ ରାସ୍ତା ଉପରେ ନିଶାସକ୍ତ ଯୁବକ ଜଣଙ୍କ ନାଲି ଆଖି…