Browsing Tag

durga bhasani

ଦରଘା ବଜାରରେ ଭସାଣି ବେଳେ ଗୋଷ୍ଠୀ ସଂଘର୍ଷ ଘଟଣା, ଆସନ୍ତାକାଲି କଟକ ବନ୍ଦ ଡାକରା ଦେଲା ବିଶ୍ଵ ହିନ୍ଦୁ ପରିଷଦ

କଟକ : କଟକ ଦରଘା ବଜାରରେ ଭସାଣି ବେଳେ ଗୋଷ୍ଠୀ ସଂଘର୍ଷ ଘଟଣାରେ ଆସନ୍ତାକାଲି କଟକ ବନ୍ଦ ଡାକରା ଦେଲା ବିଶ୍ଵ ହିନ୍ଦୁ ପରିଷଦ । ପୋଲିସ ଓ ଜିଲ୍ଲା ପ୍ରଶାସନର ବିଫଳତାକୁ ଦାୟୀ କରାଯାଇଛି । ଏହାସହ କଟକ ଜିଲ୍ଲାପାଳ ଓ ଡିସିପିଙ୍କ ବଦଳି ଦାବି କରାଯାଇଛି । ସୂଚନାଯୋଗ୍ୟ ଯେ, କଟକରେ ଭସାଣ…

କଟକରେ ଦୁର୍ଗାପୂଜା ଭସାଣି ବେଳେ ଗୋଷ୍ଠୀ ସଂଘର୍ଷ ଘଟଣା, ୬ ଜଣଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ

କଟକ: କଟକରେ ଦୁର୍ଗାପୂଜା ଭସାଣି ବେଳେ ଗୋଷ୍ଠୀ ସଂଘର୍ଷ ଘଟଣାରେ ୬ ଗିରଫ । ଘଟଣାସ୍ଥଳ ଏବଂ ଆଖପାଖ ଅଂଚଳର ସିସିଟିଭି ଫୁଟେଜ ଯାଞ୍ଚ କରୁଛି କମିଶନରେଟ୍ ପୋଲିସ । ଡ୍ରୋନ୍ ଭିଜୁଆଲ ଫୁଟେଜରୁ ଗଣ୍ଡଗୋଳକାରୀଙ୍କୁ ଚିହ୍ନଟ କରାଯାଇଛି । ଏବେ ଶାନ୍ତି ବାତାବରଣ ଅଛି । ଆଗକୁ ମଧ୍ୟ ଶାନ୍ତି ବଜାୟ ରହିବ…

କଟକ ଭସାଣିରେ  ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ୫ ଘଣ୍ଟା ବନ୍ଦ ରହିଲା ମେଲାଣି

କଟକ: କଟକରେ ଭସାଣି ବେଳେ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ପୋଲିସର ଲାଠି ଚାର୍ଜ। ଢେଲାମାଡ଼ରେ ଡିସିପି ଆହତ । ଦରଘାବଜାର ସ୍ଥିତ ହାତୀପୋଖରୀ ନିକଟରେ ମାଆଙ୍କ ମେଲାଣି ଶୋଭାଯାତ୍ରା ବେଳେ ଗୋଷ୍ଠୀ ସଂଘର୍ଷ ହୋଇଛି। ନାରାବାଜିକୁ ନେଇ ଏହି ଗଣ୍ଡଗୋଳ ଘଟିଥିବା ଜଣାପଡ଼ିଛି। ଏଥିରେ ୮ଜଣ ଆହତ ହୋଇଥିବା…

ଧରାପୃଷ୍ଠରୁ ବିଦାୟ ନେଉଛନ୍ତି ମାଆ ଜଗଜ୍ଜନନୀ, କଟକରେ ସରିଲାଣି ୮୫ଟି ମେଢ଼ ବିସର୍ଜନ

ଭୁବନେଶ୍ବର: ଧରାପୃଷ୍ଠରୁ ବିଦାୟ ନେଉଛନ୍ତି ମାଆ ଜଗଜ୍ଜନନୀ । ମାଆଙ୍କ ଶେଷ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଗହଳି। ପାରମ୍ପରିକ ବାଦ୍ୟ ଓ ରୋଷଣୀରେ କମ୍ପୁଛି କଟକ ସହର। ବିରାଟ ପଟୁଆରରେ ମାଆ ଦୁର୍ଗାଙ୍କ ମେଢକୁ ବିସର୍ଜନ ପାଇଁ ନିଆଯାଉଛି । କଟକର ଦେବୀଗଡ଼ାରେ ୮୫ଟି ମେଢ଼ ବିସର୍ଜନ ସରିଲାଣି । ବାକି…

ଆଜି ମାଙ୍କ ମେଲାଣି ପାଇଁ ଭୁବନେଶ୍ୱରରେ ବ୍ୟାପକ ପ୍ରସ୍ତୁତି, ଜାଣନ୍ତୁ କେଉଁ ରାସ୍ତାରେ ଚାଲିବନି ଯାନବାହନ

ଭୁବନେଶ୍ୱର : ପୁଣି ଆର ବର୍ଷକୁ ଅପେକ୍ଷା । ସରିଲା ପୂଜା, ଆଜି ମେଲାଣି ନେବେ ମା’ ଦୁର୍ଗା । ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ବେଶ୍ ଧୂମଧାମରେ ବିଦାୟ ନେବେ ମା'ଦୁର୍ଗା । ଭସାଣ ଉତ୍ସବକୁ ଖାସ କରିବା ପାଇଁ ସମସ୍ତ ପୂଜା କମିଟିମାନେ ଭରପୁର ଆୟୋଜନ କରିଛନ୍ତି । ପାରମ୍ପାରିକ ବାଦ୍ୟ ଓ…

ଆଜି ମାଆଙ୍କୁ ମେଲାଣୀ, କଟକରେ ୧୭୦ରୁ ଅଧିକ ମୂର୍ତ୍ତି ଦେବୀଗଡା ଠାରେ ହେବ ବିସର୍ଜନ

ଭୁବନେଶ୍ୱର : ମାଆଙ୍କୁ ମେଲାଣୀ ।  ଧରାପୃଷ୍ଠରୁ ବିଦାୟ ନେବେ ମା’ ଦଶଭୂଜା ଦୁର୍ଗା । ୪ ଦିନ ମଣ୍ଡପରେ ଦର୍ଶନ ଦେବା ପରେ ଆଜି ମେଲାଣି ନେବେ । ଆଜି ଭସାଣ ଉତ୍ସବ । କଟକରେ ଆଜି ପାଖ ପାଖି ୧୭୦ରୁ ଅଧିକ ମୂର୍ତ୍ତି ଦେବୀଗଡା ଠାରେ ବିସର୍ଜନ କରାଯିବ ।  ଏ ନେଇ କଟକ ଦେବୀଗଡ଼ାରେ ପ୍ରଶାସନ ତରଫରୁ…

ନିଆରା ପରମ୍ପରା: ନଦୀ ମଝିରେ ମା’ଦୁର୍ଗତିନାଶିନୀଙ୍କ ମେଲାଣି ପର୍ବ

ରାଜନଗର: ଭିନ୍ନ ପରମ୍ପରା  । ନଦୀ ମଝିରେ ହେଲା ମେଲଣ । ଏବେ ସମଗ୍ର ରାଜ୍ୟରେ ଚାଲିଛି ଜଗତଜନନୀ ମା' ଦୁର୍ଗତିନାଶିନୀଙ୍କର ମେଲାଣି ପର୍ବ । ପୂଜା ମଣ୍ଡପର କର୍ମକର୍ତ୍ତା ମାନେ ମା'ଙ୍କ ମେଲାଣି ଉତ୍ସବକୁ ବେଶ ଧୁମଧାମରେ ନାଚ, ଗୀତ ଓ ଭକ୍ତି ଭାବର ସହ ପାଳନ କରୁଛନ୍ତି । ତେବେ ମା'ଙ୍କର…

ଭୁବନେଶ୍ବରରେ ଟ୍ରାଫିକ କଟକଣା,ଦିନ ୩ଟାରୁ ଭସାଣି ଶେଷ ହେବା ଯାଏଁ କଟକଣା ବଳବତ୍ତର

ସରିଲା ଦୁର୍ଗା ପୂଜା। ଆଜି ଧରାପୃଷ୍ଠରୁ ବିଦାୟ ନେବେ ଜଗତଜନନୀ ମାଆ ଦୁର୍ଗା। ମାଆଙ୍କ ମେଲାଣି ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଭୁବନେଶ୍ବର ଓ କଟକରେ ଭସାଣୀ ସମୟରେ ଯାନବାହନର ସୁନିୟନ୍ତ୍ରିତ ଚଳାଚଳ ତଥା ଜନସାଧାରଣ ଓ ପଥଚାରୀଙ୍କ ସୁବିଧା ଉଦ୍ଦେଶ୍ୟରେ…

ଦଶହରା ଭସାଣି ପାଇଁ ଆସିଲା କଡା ନିୟମ, ରୁମାଲ କି ଗାମୁଛା ଧରି ନାଚିବା ମନା

କଟକ : କଟକରେ ଶାରଦୀୟ ପୂଜା ଓ ଭସାଣି ପାଇଁ ଆସିଲା କଡା ନିୟମ ।  ଦଶହରାରେ ରୁମାଲ କି ଗାମୁଛା ଧରି ନାଚିବା ମନା । ଦଶହରା ଭସାଣିରେ ନାଚିବା ନେଇ ପୋଲିସ ପକ୍ଷରୁ କଟକଣା ଜାରି ହୋଇଛି ।  ରୁମାଲ କି ଗାମୁଛା ହଲାଇ ନାଚି ପାରିବେନି ସାହି ଯୁବକ । ଶୋଭାଯାତ୍ରାରେ ମହିଳାଙ୍କ ନାଚକୁ ମଧ୍ୟ…

କଟକ ପୁରୀଘାଟ ଦେବୀଗଡ଼ାରେ ଚାଲିଛି ମା’ ଦୁର୍ଗାଙ୍କ ଭସାଣି: ଆଜି ସନ୍ଧ୍ୟା ସୁଦ୍ଧା ସରିବ ସମସ୍ତ ମେଢ ବିସର୍ଜନ

କଟକ(କେନ୍ୟୁଜ୍): ଧରାପୃଷ୍ଠରୁ ବିଦାୟ ନେଉଛନ୍ତି ଜଗତଜନନୀ ମା' ଦୁର୍ଗା । ବିଜୟା ଦଶମୀ ଶେଷ ହେବା ପରେ ଆଜି ମାଆଙ୍କୁ ମେଲାଣି ଦିଆଯାଉଛି । କଟକରେ ଚାଲିଛି ମା’ଙ୍କ ବିସର୍ଜନ। ପୁରୀଘାଟ ଦେବୀଗଡ଼ାରେ ଚାଲିଛି ମା’ ଦୁର୍ଗାଙ୍କୁ ବିସର୍ଜନ କରାଯାଉଛି। ବର୍ତ୍ତମାନ ସୁଦ୍ଧା ୧୧୮ଟି ମେଢ ବିସର୍ଜନ…

ଧରାପୃଷ୍ଠରୁ ବିଦାୟ ନେଉଛନ୍ତି ଜଗଦଜନନୀ ମା’ ଦୁର୍ଗା, ବିସର୍ଜନ ପାଇଁ ଟ୍ବିନ୍ ସିଟିରେ ୧୮ଟି ଅସ୍ଥାୟୀ ପୋଖରୀ

ଭୁବନେଶ୍ବର: ସରିଲା ମା'ଙ୍କ ନବଦିନାତ୍ମକ ଲୀଳା। ଧରାପୃଷ୍ଠରୁ ବିଦାୟ ନେଉଛନ୍ତି ଜଗଦଜନନୀ। ବିସର୍ଜନ ପାଇଁ ରାଜଧାନୀର ୩ଟି ନଦୀରେ ହୋଇଛି ୪ଟି ଅସ୍ଥାୟୀ ପୋଖରୀ । କଟକରେ ରୀତିନୀତି ଅନୁସାରେ ଶେଷ ହୋଇଛି ଶାରଦୀୟ ଦୁର୍ଗାପୂଜା । ସହରର ପୂଜାର ମୁଖ୍ୟ ଆକର୍ଷଣ ଭସାଣ ଉତ୍ସବ । ବଙ୍ଗୀୟ…

ମା’ଙ୍କୁ ବିଦାୟ ଦେବାକୁ ଆରମ୍ଭ ହେଲାଣି ପ୍ରସ୍ତୁତି, ଆଜି ରାଜଧାନୀରେ ୫ଟି ସ୍ଥାନରୁ ବାହାରିବ ଭସାଣ ଶୋଭାଯାତ୍ରା

ଭୁବନେଶ୍ବର: ମାଆ ଜଗଜ୍ଜନନୀଙ୍କ ପୂଜା ପାଇଁ ଉତ୍ସବ ମୁଖର ପରିବେଶ । ଏବେ ମା’ଙ୍କୁ ବିଦାୟ ଦେବାକୁ ବିଭିନ୍ନ ପୂଜା ମଣ୍ଡପ ପକ୍ଷରୁ ଆରମ୍ଭ ହେଲାଣି ପ୍ରସ୍ତୁତି । ଆଜି ଅପରାହ୍ନ ୪ଟାରେ ରାଜଧାନୀରେ ୫ଟି ସ୍ଥାନରୁ ବାହାରିବ ଭସାଣ ଶୋଭାଯାତ୍ରା । ସହିଦଗର, ନୟାପଲ୍ଲୀ, ଚନ୍ଦ୍ରଶେଖରପୁର,ବରମୁଣ୍ଡା…