Below header
Browsing Tag

earthquake in assam

ସକାଳୁ ସକାଳୁ ଭୂକମ୍ପ ଝଟକାରେ ଥରିଲା ଆସାମ, ତୀବ୍ରତା ୬.୪ ରିକ୍ଟର ସ୍କେଲ

ସକାଳୁ ସକାଳୁ ବଡ଼ଧରଣର ଭୂକମ୍ପ ଝଟକାରେ ଥରିଛି ଆସାମ। ଭୂକମ୍ପର ପ୍ରଭାବ ଉତ୍ତର ବେଙ୍ଗଲ ଓ ଉତ୍ତରପୂର୍ବ ଭାରତର କିଛି ସ୍ଥାନରେ ମଧ୍ୟ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୪ ଥିବାରୁ କ୍ଷୟକ୍ଷତିର ଆଶଙ୍କା ପ୍ରକାଶ ପାଇଛି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ମୃତାହତଙ୍କ ସୂଚନା…