Below header
Browsing Tag

eiffel tower

ପ୍ୟାରିସର ଆଇଫେଲ ଟାୱାରରେ ବୋମା ଆତଙ୍କ, ଟାୱାରର ୩ଟି ଜାକ ଫ୍ଲୋରକୁ ଖାଲି କରାଗଲା

ପ୍ୟାରିସର ଆଇଫେଲ ଟାୱାରରେ ବୋମା ଆତଙ୍କ। ଆଇଫେଲ ଟାୱାରକୁ ଖାଲି କରାଗଲା। ଏହାର ୩ଟି ଜାକ ଫ୍ଲୋରକୁ ଖାଲି କରାଯାଇଛି। ପୋଲିସ ଓ ବୋମା ନିଷ୍କ୍ରିୟକାରୀ ଦଳ ତନ୍ନତନ୍ନ କରି ଯାଞ୍ଚ କରୁଛନ୍ତି। ବୋମାଥିବା ସୂଚନା ମିଳିବା ପରେ ତୁରନ୍ତ ୩ଟି ଫ୍ଲୋର ଏବଂ ରେଷ୍ଟୁରାଣ୍ଟରୁ ପର୍ଯ୍ୟଟକଙ୍କୁ ଖାଲି…

ଭାରତୀୟ ପର୍ଯ୍ୟଟକ ଏବେ ଫ୍ରାନ୍ସରେ UPIରୁ କରିପାରିବେ ପେମେଣ୍ଟ୍‌, ଏଫିଲ୍‌ ଟାଓ୍ଵାରରୁ ହେବ ଶୁଭାରମ୍ଭ: ପିଏମ୍‌ ମୋଦି

ଭାରତୀୟ ପର୍ଯ୍ୟଟକଙ୍କ ପାଇଁ ଭଲ ଖବର। ବହୁତ ଜଲ୍‌ଦି ସେମାନେ ଫ୍ରାନ୍ସରେ ୟୁପିଆଇ(UPI) ବା ୟୁନିଫାଏଡ୍‌ ପେମେଣ୍ଟ୍‌ ଇଣ୍ଟରଫେସ୍‌ ଉପଯୋଗ କରି ପେମେଣ୍ଟ୍‌ କରିପାରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସରେ ଭାରତୀୟଙ୍କୁ ସମ୍ବୋଧିତ କରି ଏହା ଘୋଷଣା କରିଛନ୍ତି। ପ୍ରାଥମିକ ଭାବେ…

ଏଫିଲ୍‌ ଟାଓ୍ଵାର ସାମ୍ନାରେ ବିକିନୀ ଫଟୋଶୁଟ୍‌; ପହଞ୍ଚିଗଲା ପୋଲିସ, ଆଉ ତା’ ପରେ…

ବିଶ୍ୱର ପ୍ରସିଦ୍ଧ ସ୍ମାରକ ଏଫିଲ୍‌ ଟାଓ୍ଵାର ସାମ୍ନାକୁ ଯାଇ ଦୁଇ ମଡେଲ ଏମିତି ଫଟୋ କ୍ଲିକ୍‌ କରାଇଥିଲେ ଯେ ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଛି। ଯୁବତୀମାନେ କହିଛନ୍ତି କି, ଏହି ହରକତ ପାଇଁ ସେମାନେ ଗିରଫରୁ ଅଳ୍ପକେ ରକ୍ଷା ପାଇଯାଇଛନ୍ତି। କିନ୍ତୁ ଫଟୋଗୁଡ଼ିକୁ ଇନ୍‌ଷ୍ଟାଗ୍ରାମରେ ସେୟାର…

ଏ ହେଉଛି ମୁଜାଫରପୁରର ‘ବିସ୍ମୟ ଘର’, ଲୋକେ କୁହନ୍ତି ‘ଏଫିଲ ଟାୱାର’, ଜାଣନ୍ତୁ କ’ଣ…

ବିହାରର ମୁଜାଫରପୁରରେ ଏକ ଘର ଚର୍ଚ୍ଚାର ବିଷୟ ହୋଇଛି। ଗନିପୁର ଅଞ୍ଚଳରେ ତିଆରି ହୋଇଥିବା ୬ ଫୁଟ ଚଉଡ଼ା ଏବଂ ୫ ମହଲା ବିଶିଷ୍ଟ ଏକ କୋଠାଘର ଏବେ ଯୁବପୀଢ଼ିଙ୍କ ସେଲ୍ଫି ପଏଣ୍ଟ ପାଲଟିଛି। ଲୋକେ ଏହାକୁ ଦୂର ଦୂରରୁ ଦେଖିବା ପାଇଁ ଆସୁଛନ୍ତି। କିଏ ଏହାକୁ ମୁଜାଫରପୁରର 'ଏଫିଲ ଟାୱାର' କହୁଛନ୍ତି ତ…

ବିଶ୍ୱ ପ୍ରସିଦ୍ଧ ‘ଆଇଫିଲ ଟାୱାର’କୁ ଦୁଇ ଦୁଇ ଥର ବିକ୍ରି କରିବାକୁ ଉଦ୍ୟମ କରିଥିଲେ ଏହି ବ୍ୟକ୍ତି

ଆପଣ ତ ଅନେକ ଠକଙ୍କ ବିଷୟରେ ନିଶ୍ଚିତ ରୂପେ ଶୁଣିଥିବେ । କିନ୍ତୁ ଏହି ଠକ ବିଷୟରେ ଶୁଣିଲେ ଆପଣ ନିଶ୍ଚିତ ଭାବେ ନିଜ ମୁଣ୍ଡରେ ହାତ ଦେଇଦେବେ । ଏମିତି ସେମିତି ନୁହେଁ ଏହି ବ୍ୟକ୍ତି ଜଣକ ବିଶ୍ୱ ପ୍ରସିଦ୍ଧ ଆଇ ଫିଲ ଟାୱାରକୁ ଦୁଇ ଦୁଇ ଥର ବିକିବା ପାଇଁ ଚେଷ୍ଟା କରିଥିଲେ । ପାଞ୍ଚଟି ଭାଷାରେ…