Browsing Tag

elephant terror in kamakhyanagar

ହାତୀ ଆତଙ୍କ: ବିରାଶାଳ ଏୟାରଷ୍ଟ୍ରିପର ପାଚେରୀ ଭାଙ୍ଗିଲା ହାତୀ, ନୂଆପଡ଼ାରେ ୩୦ ଟିକିଆ ହାତିପଲର ଉତ୍ପାତ

କାମାକ୍ଷାନଗର: କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ ବିରାଶାଳ ଗ୍ରାମ ରେ ହାତୀ ଆତଙ୍କ । ବିରାଶାଳ ଠାରେ ଥିବା ଏୟାରଷ୍ଟ୍ରିପର ପାଚେରୀ ଭାଙ୍ଗିବା ସହ ଆତଙ୍କ ମଚେଇଲେ ତିନି ହାତୀ ।  ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ତିନି ଟିକିଆ ହାତୀପଲ ବିରାଶାଳ ଗ୍ରାମ ରେ ଆତଙ୍କ ସୃଷ୍ଟି କରିଥିବା…

କାମାକ୍ଷାନଗର ଅଁଳାବେରେଣୀ ଫରେଷ୍ଟ ସୋଗର ଗାଁରେ ୨୩ ଟିକିଆ ହାତୀ ପଲଙ୍କ ଆତଙ୍କ

କାମାକ୍ଷାନଗର: କାମାକ୍ଷାନଗରରେ ହାତୀ ଆତଙ୍କ । ଅଁଳାବେରେଣୀ ଫରେଷ୍ଟ ସୋଗର ଗାଁରେ ୨୩ ଟିକିଆ ହାତୀଙ୍କ ଆତଙ୍କ ଦେଖିବାକୁ ମିଳିଛି । ଗାଁରେ ହାତୀ ଉପଦ୍ରବରେ ପ୍ରାୟ ଶହ ଶହ ଏକର ଚାଷ ଜମି ନଷ୍ଟ ହୋଇଛି । ଲୋକଙ୍କ ବର୍ଷକର ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ବନ ବିଭାଗ ପକ୍ଷରୁ ହାତୀ…