Below header
Browsing Tag

elephants death

ବିଦ୍ୟୁତ୍ ଆଘାତରେ ଚାଲିଗଲା ୫ଟି ହାତୀଙ୍କ ଜୀବନ

ଝାଡ଼ଖଣ୍ଡ : ବିଦ୍ୟୁତ୍ ଆଘାତରେ ଚାଲିଗଲା ୫ଟି ହାତୀଙ୍କ ଜୀବନ। ଝାଡ଼ଖଣ୍ଡ ପୂର୍ବୀ ସିଂଭୂମ ଜିଲ୍ଲା ମୁସାବଣି ବନାଞ୍ଚଳ ଉପରବଡ଼ ପଟାସ ଜଙ୍ଗଲ ଭିତରୁ ହାତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସୂଚନା ଅନୁୟାୟୀ ଜଙ୍ଗଲ ଭିତରେ ୯ ଟିକିଆ ହାତୀପଲ ଜଙ୍ଗଲ ଭିତରେ ବୁଲୁଥିବାବେଳେ ୩୩ କେଭି ବିଦ୍ୟୁତ୍…

ଆସାମ ନାଗାଓଁ ଅଞ୍ଚଳରେ ଅଭାବନୀୟ ଘଟଣା: ବଜ୍ରପାତ ନେଲା ୧୮ଟି ହାତୀଙ୍କ ଜୀବନ

ଆସାମ: ବଜ୍ରପାତ ନେଲା ଗଜରାଜଙ୍କ ଜୀବନ । ଗୋଟିଏ ନୁହେଁ କି ଦୁଇଟି ନୁହେଁ । ଏକାବେଳେ ବଜ୍ରପାତରେ ୧୮ଟି ହାତୀଙ୍କ ମୃତ୍ୟୁ । ଆସାମ ନାଗାଓଁ ଅଞ୍ଚଳରେ ହାତୀ ମୃତ୍ୟୁ ହୋଇଛି । ଦୁର୍ଗମ ପାର୍ବତ୍ୟାଞ୍ଚଳରେ ହାତୀମାନେ ଧାଡ଼ି ହୋଇ ଯିବା ସମୟରେ ବଜ୍ରପାତ ହୋଇଥିଲା । ଗୋଟିଏ ପରେ ଗୋଟିଏ ହାତୀ…

କେନ୍ଦୁଝର ଚମ୍ପୁଆ ରେଞ୍ଜ ଗୁରୁବେଡ଼ା ଜଙ୍ଗଲରେ ୨ ହାତୀ ମୃତ୍ୟୁ ଘଟଣା, ରେଞ୍ଜର କାଶୀନାଥ ହେମ୍ରମ ସସପେଣ୍ଡ

କେନ୍ଦୁଝର : କେନ୍ଦୁଝର ଚମ୍ପୁଆ ରେଞ୍ଜ ଗୁରୁବେଡ଼ା ଜଙ୍ଗଲରେ ୨ ହାତୀ ମୃତ୍ୟୁ ଘଟଣା । ଚମ୍ପୁଆ ରେଞ୍ଜର କାଶୀନାଥ ହେମ୍ରମ ସସପେଣ୍ଡ । କାର୍ଯ୍ୟରେ ଅବହେଳା ଯୋଗୁଁ ତାଙ୍କୁ ନିଲମ୍ବନ କରିଛନ୍ତି ପିସିସିଏଫ । ତେବେ ତାଙ୍କ ସ୍ଥାନରେ ଡେପୁଟି ରେଞ୍ଜର ଘାସିରାମ ପାତ୍ରଙ୍କୁ ଦାୟିତ୍ୱ ଦିଆଯାଇଛି ।…

ରାଜ୍ୟର ବିଭିନ୍ନ ସ୍ଥାନରେ ବିଦ୍ୟୁତ୍‌ ଆଘାତରେ ହାତୀ ମୃତ୍ୟୁ ଘଟଣା ପରେ ଶକ୍ତି ବିଭାଗ କଡା ପଦକ୍ଷପ

ଭୁବନେଶ୍ବର(କେନ୍ଯୁଜ୍) : ରାଜ୍ୟର ବିଭିନ୍ନ ସ୍ଥାନରେ ବିଦ୍ୟୁତ୍‌ ଆଘାତରେ ହାତୀ ମୃତ୍ୟୁ ଘଟଣା ପରେ ଏହାକୁ ଗୁରୁତର ସହ ନେଇଛି ଶକ୍ତି ବିଭାଗ । ଏଣିକି ହାତୀ ପଲ ଚଳପ୍ରଚଳର ସୂଚନା ମିଳିବା ମାତ୍ରେ ସଂପୃକ୍ତ ଅଞ୍ଚଳରେ ବିଜୁଳି କାଟ୍‌ ହେବ । ଏନେଇ ରାଜ୍ୟର ସମସ୍ତ ବିଦ୍ୟୁତ୍‌ ବଣ୍ଟନ କମ୍ପାନୀ…