Browsing Tag

end of civilisation by 2050

ଅଷ୍ଟ୍ରେଲିଆ ବିଶେଷଜ୍ଞ ଦଳଙ୍କ ମତ : ୨୦୫୦ ରେ ହେବ ମହାପ୍ରଳୟ, ଚାଲିଯିବ କୋଟି କୋଟି ଲୋକଙ୍କ ଜୀବନ

ମାନବ ସଭ୍ୟତାର ବିଲୋପର କାରଣ ହୋଇପାରେ ଜଳବାୟୁ ପରିବର୍ତ୍ତନ । ଏପରି କହିଛନ୍ତି ଅଷ୍ଟ୍ରେଲିଆର ଗବେଷକ ଦଳ । ୩ ଦଶନ୍ଧୀ ପରେ ପ୍ରାୟ ୨୦୫୦ ବେଳକୁ ମାନବ ସଭ୍ୟତା ଲୋପ ହୋଇପାରେ । ସେତେବେଳକୁ ୧୪୦ ମିଲିୟନ ଲୋକ ସମୁଦ୍ର ଜଳ ପତ୍ତନ ବୃଦ୍ଧି ଯୋଗୁ ସ୍ଥାନାନ୍ତର ହେବେ । ଆଉ ୪୨୦…