Below header
Browsing Tag

engineering collage reopen

୯ରୁ ଖୋଲିବ ସବୁ ଇଞ୍ଜିନିୟରିଂ କଲେଜ,କେବଳ ଶେଷ ବର୍ଷ ଛାତ୍ରଛାତ୍ରୀ କଲେଜ ଯାଇପରିବେ

କେନ୍ୟୁଜ୍(ବ୍ୟୁରୋ):  ୯ରୁ ଖୋଲିବ ବୈଷୟିକ ଶିକ୍ଷାନୁଷ୍ଠାନ। ଅଗଷ୍ଟ ୯ରୁ ରାଜ୍ୟରେ ସବୁ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବ। ହେଲେ କେବଳ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଖୋଲିବ ଶିକ୍ଷାନୁଷ୍ଠାନ। ଏନେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ୯…