Browsing Tag

eviction of saliasahi slum area

ସାଲିଆ ସାହିରେ ଉତ୍ତେଜନା, ରାସ୍ତା ନିର୍ମାଣ ପାଇଁ ବସ୍ତି ଭଙ୍ଗାକୁ ବିରୋଧ କଲେ ବସ୍ତି ବାସିନ୍ଦା

ଭୁବନେଶ୍ୱର: ବସ୍ତି ଉଚ୍ଛେଦ ବେଳେ ଉତ୍ତେଜନା । ଭୁବନେଶ୍ୱର ସାଲିଆ ସାହିରେ ବସ୍ତି ବାସିନ୍ଦା ଓ ପୋଲିସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି । ଉଚ୍ଛେଦକୁ ବିରୋଧ କରିଥିଲେ ସ୍ଥାନୀୟ ଲୋକ । ଆଜି ରାସ୍ତା ନିର୍ମାଣ ପାଇଁ ଦୁଇଟି ବସ୍ତି ଭାଙ୍ଗିବାକୁ ବିଡିଏ ଓ ବିଏମସି ନିଷ୍ପତ୍ତି ନେଇଥିଲେ ।…