Below header
Browsing Tag

eye challenge

ଫେମସ ହେବାକୁ ଆଖିଡୋଳାକୁ ବି ଛାଡ଼ୁନାହାନ୍ତି ଟିକଟକ ପ୍ରେମୀ, ଦେଖନ୍ତୁ କେମିତି ନେଉଛନ୍ତି ବିପଦପୂର୍ଣ୍ଣ ଚ୍ୟାଲେଞ୍ଜ

ସୋସିଆଲ ମିଡ଼ିଆ ଲୋକମାନଙ୍କର ଜୀବନକୁ ଏତେ ସହଜ କରିଦେଇଛି ଯେ ମାତ୍ର ଗୋଟିଏ କ୍ଲିକରେ ଲୋକମାନେ କାହା ସହିତ ବି କନେକ୍ଟ ହୋଇଯାଉଛନ୍ତି । ତେବେ ଦିନକୁ ଦିନ ସୋସିଆଲ ମିଡ଼ିଆର ବ୍ୟବହାର ବଢ଼ିବାରେ ଲାଗିଛି । ଏହାର କାରଣ ହେଉଛି ଲୋକମାନଙ୍କୁ ଟିକଟକ, ଇନଷ୍ଟାଗ୍ରାମ ଭଳି ପ୍ଲାଟଫର୍ମ ଦ୍ୱାରା…