Browsing Tag

eye donate

ଦୁର୍ଘଟଣାରେ ଛାଡିଗଲା ପ୍ରାଣ, ଆଖି ଦାନ କରି ସବୁଦିନ ପାଇଁ ଅମର ହୋଇଗଲା କୁନି ଝିଅ ଅର୍ଚ୍ଚିତା

କଟକ/ଯାଜପୁରରୋଡ: ମାଆ ମୁଁ ଆଖି ଦାନ କଲେ ହୁଅନ୍ତାନି । ମୋର ଭାରି ଇଚ୍ଛା ଆଖି ଦାନ କରିବାକୁ । ଝିଅର ଏକଥା ଶୁଣି ମାଆ କୁହନ୍ତି ଝିଅ ଏମିତି କଥା କୁହନ୍ତିନି । ତୁ ଏବେ ଛୋଟ ପିଲା । ପାଠ ପଢ ଆଉ କିଛି କଥା ମୁଣ୍ଡରେ ପୁରାନା । ହେଲେ ଦଇବର ଏ କି ବଚାର । କୁନି ଝିଅର ମନର କଥା ଏମିତି ପୂରଣ…

କାନ୍ଦୁ କାନ୍ଦୁ ଚାଲିଗଲା ୨ବର୍ଷ ୭ ମାସର କୁନି ଝିଅର ଜୀବନ, ଆଖି ଦାନ କରି ମହତ୍ କାମ କଲେ ବାପା-ମାଆ

କେନ୍ଦ୍ରାପଡା: ସ୍ଥାଣୁ ପାଲଟି ଯାଇଛନ୍ତି ଏଇ ବାପା । ତାଙ୍କ ଗେଲ ବସରିଆ ଝିଅ ଆଉ ଏ ଦୁନିଆରେ ନାହିଁ । କେତେ ସ୍ନେହ, ଆଦର କରି ତାଙ୍କୁ ବଡ କରୁଥିଲେ । ହେଲେ ଜୀବନ କଣ ବୁଝିବା ପୂର୍ବରୁ ଜୀବନ ହାରିଦେଲା ସେ । ସତରେ କିଏ ଜାଣିଥିଲା ଏମିତି ହଠାତ୍ ଛୁଆଟିର ପ୍ରାଣବାୟୁ ଉଡିଯିବ ବୋଲି ।…

ମୃତ୍ୟୁ ପରେ ଚକ୍ଷୁଦାନ କରି ମହାନ୍ ହୋଇଗଲେ ରିଙ୍କୁ

ସୁନ୍ଦରଗଡ଼(କେନ୍ୟୁଜ): ଜୀବନ ଯୁଦ୍ଧରେ ବହୁ ଦୁଃଖ କଷ୍ଟ ଆସେ କିନ୍ତୁ ସେସବୁକୁ ମନରୁ ପାଶୋରି ନୂଆ ଆଶାର ଆଲୋକ ନେଇ ବଞ୍ଚିବାକୁ ପଡ଼େ । ଯିଏ ସବୁ କଷ୍ଟକୁ ଭୁଲି ସଂଘର୍ଷ କରିପାରେ ସେ ହିଁ ପ୍ରକୃତରେ ଜୀବନର ମୂଲ୍ୟ ବୁଝିପାରେ । ଠିକ୍ ଏମିତି ଥିଲେ ରିଙ୍କୁ । ବାପା ମା' ବହୁ କଷ୍ଟ କରି ବଡ…

ବାପାଙ୍କ ମୃତ୍ୟୁ ପରେ ତାଙ୍କ ସ୍ୱପ୍ନ ପୂରଣ କଲେ ପରିବାର ଲୋକେ, ଚକ୍ଷୁଦାନ କରି ଅନ୍ୟ ଜଣଙ୍କୁ ଦେଲେ ଦେଖିବାର ଶକ୍ତି

ବାଲେଶ୍ଵର(କେନ୍ୟୁଜ୍): ନିଜେ ସିନା ଆରପାରିକୁ ଚାଲିଗଲେ କିନ୍ତୁ ଅନ୍ୟ ଜଣଙ୍କୁ ଦେଇଗଲେ ଦୁନିଆ ଦେଖିବାର ଶକ୍ତି । ବାପାଙ୍କ ମୃତ୍ୟୁ ପରେ ତାଙ୍କର ସ୍ୱପ୍ନ ପୂରଣ କରିବା ପାଇଁ ଚକ୍ଷୁଦାନ ଭଳି ମହତ କାର୍ଯ୍ୟ କରିଛନ୍ତି ପରିବାର ଲୋକେ । ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ଡୁବୁଳିଆ ଗାଁର ମନ୍ମଥ…

ଧର୍ମ ପରାୟଣ ମହିଳାଙ୍କ ମହତ କାମ, ମଲା ପରେ ବି ଭୁଲିଲେନି ଦାନ କରିବା

ସୁନ୍ଦରଗଡ (କେନ୍ୟୁଜ) : ମରିକି ବି ରହିଗଲେ ଅମର। ସାରା ଜୀବନ ଦାନ ଧର୍ମରେ ବିତାଇଦେଲେ ଦିନ ଆଉ ଏବେ ମଲା ପରେ ବି ଭୁଲିଲେନି ଦାନ କରିବାକୁ। ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ସହରର ମାୟାଦେବୀ, ଜଣେ ଧର୍ମ ପରାୟଣ ମହିଳା। ଅନ୍ଯର ଦୁଃଖ ଦେଖିଲେ ସାହାଯ୍ଯ କରିବାକୁ ସବୁବେଳେ ଆଗେଇ ଆସନ୍ତି।…