ଆଖି ତ କୁଣ୍ଡେଇ ହେଉଛି ଏବଂ ଲାଲ ପଡି ପାଣି ବାହାରୁଛି କିନ୍ତୁ କେବେ ଭାବିଛନ୍ତି ଏମିତି ହେବାର କଣ ରହିଥାଏ କାରଣ
ଋତୁ ପରିବର୍ତ୍ତତ ହେବା କାରଣରୁ ତ୍ୱଚା ସହିତ ଆଖିରେ ମଧ୍ୟ ଡ୍ରାଏନେସ୍ ବଢ଼ିଥାଏ। ଧୂଳି, ଧୂଆଁ, ବୃକ୍ଷର ପରାଗରଣ, ପ୍ରଦୂଷଶ ଦ୍ୱାରା ଆଲର୍ଜୀ ଏବଂ ଆଖିର ପଲକରେ ଥିବା ଚିକ୍କଣ ସୁଖିଯିବା କାରଣରୁ ଏମିତି ହୋଇଥାଏ। ଏହାଦ୍ୱାରା ଆଖି, ଲାଲ, କୁଣ୍ଡେଇ ହେବା ଏବଂ ପାଣି ବାହାରିବା ଭଳି ଲକ୍ଷଣ…