ଏବେ ଫେସ୍ବୁକ୍ ସମସ୍ତଙ୍କ ପାଇଁ ଜାରି କଲା ଫେସ୍ ରେକଗ୍ନିସନ୍, କିନ୍ତୁ ହଟାଇଲା ଏହି ଫିଚର
ଦୁନିଆର ସବୁଠାରୁ ବଡ଼ ସୋସିଆଲ ମିଡିଆ କମ୍ପାନୀ ଫେସ୍ବୁକ୍ ଫେସିଆଲ ରେକଗ୍ନିସନ୍ ଫିଚରକୁ ସମସ୍ତ ୟୁଜର୍ସଙ୍କ ଲାଗି ଜାରି କରିଛି। ମାତ୍ର କମ୍ପାନୀ ଏଥିରୁ ଟ୍ୟାଗିଙ୍ଗ୍ ଫିଚରକୁ ହଟାଇ ଦେଇଛି। ଫେସ୍ ରେକଗ୍ନିସନ୍ ଫିଚରକୁ ଫେସବୁକ୍ ଗତବର୍ଷ ଲଞ୍ଚ କରିଥିଲା।
ଫଟୋ ରିଭିୟୁ ନାମରେ…