ଅନଲାଇନ କ୍ଲାସରେ ଗାଳି ପଡିବାରୁ ମ୍ଯାଡାମଙ୍କ ଠାରୁ ପ୍ରତିଶୋଧ ନେବାକୁ ଛାତ୍ରୀ ଆପଣାଇଲା ଏହି ଉପାୟ, ଶେଷରେ ମ୍ଯାଡାମ…
ଲକ୍ଷ୍ମୌ: ଲକ୍ଷ୍ମୌରେ ଅନଲାଇନ କ୍ଲାସରେ ଗାଳି ଶୁଣିବା ଯୋଗୁଁ ଜଣେ ଛାତ୍ରୀଙ୍କ ଶିକ୍ଷକଙ୍କ ଠାରୁ ପ୍ରତିଶୋଧ ନେବା ପରେ ଶିକ୍ଷକଙ୍କ ସମେତ ତାଙ୍କ ଘର ଲୋକଙ୍କର ଫେକ୍ ଇନଷ୍ଟାଗ୍ରାମ ଏବଂ ଫେସବୁକ ଆଇଡି ବନାଇଛି। କେବଳ ଏତିକି ନୁହେଁ, ଆଇଡି ବନାଇବା ପରେ ସେଥିରେ ଲୋକଙ୍କୁ ଅଶ୍ଳୀଳ ଫଟୋ ଏବଂ…