Below header
Browsing Tag

fake ghee factory in cuttack

କଟକରୁ ଆଉ ଏକ ନକଲି ଘିଅ କାରଖାନା ଠାବ, ଜବତ ହେଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ

କଟକ(କେ ନ୍ୟୁଜ): ପୁଣି ଏକ ନକଲି ଘିଅ କାରଖାନା ଠାବ। କଟକ ବୟାଳିଶମୌଜା ଶ୍ରୀରାମ ନଗର ଅଞ୍ଚଳରେ ସଦର ପୋଲିସର ଚଢାଉ ବେଳେ ଏହି ନକଲି ଫ୍ୟାକ୍ଟ୍ରି ଠାବ କରାଯାଇଛି। ଚଢାଉ ବେଳେ ଲକ୍ଷାଧିକ ଟଙ୍କାର ଘିଅ ସହ ଘିଅ ତିଆରି ସାମଗ୍ରୀ ଜବତ ହୋଇଛି। ଗତ କିଛି ଦିନ ଧରି କଟକ ସହରର ବିଭିନ୍ନ ଅଞ୍ଚଳରୁ…

କଟକ ସଦର ଥାନା ଅଞ୍ଚଳର ଗବଗସ୍ତରେ ନକଲି ଘିଅ କାରଖାନା ଠାବ

କଟକ: କଟକରୁ ପୁଣି ନକଲି ଘିଅ କାରଖାନା ଠାବ। ସଦର ଥାନା ଅଞ୍ଚଳର ଗବଗସ୍ତରେ ନକଲି ଘିଅ କାରଖାନା ଠାବ କରିଛି ପୋଲିସ୍। ଉକ୍ତ ନକଲି କାରଖାନାକୁ ସିଲ କରାଯାଇଛି। ମାଲଗୋଦାମରୁ ଏତେ ପରିମାଣର ନକଲି ଘିଅ ଜବତ ହେବା ପରେ ପୋଲିସ୍ ତଦନ୍ତ ଆରମ୍ଭ କରିଥିଲା । ଯାହା ପରେ ଗବଗସ୍ତରେ ନକଲି ଘିଅ…