ଷ୍ଟାର ମିସ ଟିନ ଇଣ୍ଡିଆ-୨୦୨୪ ଟାଇଟଲ ଜିତି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ଓଡ଼ିଆ ଝିଅ ଆଦ୍ୟାଶା ପାଣିଗ୍ରାହୀ
ନୂଆପଡା: ରାଜସ୍ଥାନ ଜୟପୁରଠାରେ ଆୟୋଜିତ ଷ୍ଟାର ମିସ ଟିନ ଇଣ୍ଡିଆ-୨୦୨୪ ଟାଇଟଲ ଜିତି ଜିଲ୍ଲା ତଥା ରାଜ୍ୟ ପାଇଁ ଗୈାରବ ଆଣିଛନ୍ତି ଓଡ଼ିଆ ଝିଅ ଆଦ୍ୟାଶା ପାଣିଗ୍ରାହୀ । ନୂଆପଡା ଜିଲ୍ଲା କୋମନା ବ୍ଲକ ଭେଲା ଗାଁର ନିବାସୀ ସୁଧାଂଶୁ ଶେଖର ପାଣିଗ୍ରାହୀ ଓ ନବିତା ପାଣିଗ୍ରାହୀଙ୍କ ୧୮ ବର୍ଷିୟ ଝିଅ…