ଫଟାଫଟ୍ ମିଳିବ ଫ୍ଯାଟରୁ ମୁକ୍ତି, ନିୟମିତ କରନ୍ତୁ ଏହିସବୁ କ୍ରଲିଂ ବ୍ଯାୟାମ
ବର୍ତ୍ତମାନ ସମୟରେ ଲୋକମାନେ ନିଜର ବଢୁଥିବା ଓଜନକୁ ନେଇ ବେଶ୍ ଚିନ୍ତିତ ରହୁଛନ୍ତି। ଏଥିପାଇଁ ଅନେକ ଲୋକ କମ୍ ଖାଦ୍ଯ ମଧ୍ୟ ଖାଉଛନ୍ତି। କିନ୍ତୁ କମ୍ ଖାଇବା ମଧ୍ୟ ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ। ଏମିତିରେ ଆପଣ ଉପଯୁକ୍ତ ଡାଏଟ ସହିତ ଦିନଚର୍ଯ୍ଯାରେ ଏମିତି କିଛି ବ୍ଯାୟାମକୁ ସାମିଲ…