Below header
Browsing Tag

father-in-law beats daughter-in-law

ଶ୍ୱଶୁର ପାଲଟିଲା ଅସୁର, ଗାଁ ଦାଣ୍ଡରେ ବୋହୂର ଚୁଟି ଘୋଷାରି ମାରିଲା ମାଡ଼

ଯାଜପୁର ରୋଡ଼ (କେ ନ୍ୟୁଜ୍‌) : ବର୍ବରତାର ସୀମା ଟପିଲା ପାରିବାରିକ କଳହ। ଗାଁ ଦାଣ୍ଡରେ ବୋହୂକୁ ନିସ୍ତୁକ ମାଡ଼ ମାରିଲା ଶ୍ୱଶୁର। ଗାଁ ରାସ୍ତା ଉପରେ ମାଟି କାଦୁଅରେ ବୋହୂର ଚୁଟିକୁ ଧରି ଘୋଷାରି ଘୋଷାରି ନେଇଗଲା । ସେପଟେ ବିକଳରେ ଛାଡ଼ି ଦେବାକୁ ଗୁହାରି କରୁଥିଲା ବୋହୂ। କିନ୍ତୁ ନିର୍ଦ୍ଦୟ…