Browsing Tag

feluda

ଆସୁଛି ‘ଫେଲୁଦା’, ଏବେ କମ୍‌ ଦାମ୍‌ ଓ କମ୍‌ ସମୟରେ ହେବ କୋଭିଡ୍‌ ଟେଷ୍ଟ

ଭାରତୀୟ ଔଷଧି ମହାନିୟନ୍ତ୍ରକ(ଡିଜିସିଆଇ) ଟାଟା ସମୂହ ଓ CSIR-IGIB  ଦ୍ୱାରା ବିକଶିତ ଭାରତର ପ୍ରଥମ କ୍ରିସ୍ପର କୋଭିଡ୍‌-୧୯ ପରୀକ୍ଷଣ ‘ଫେଲୁଦା’କୁ ସବୁଜ ସଙ୍କେତ ଦେଖାଇଛି। ଏହି ଟୀକାକୁ ବାଣିଜ୍ୟିକ ରୂପରେ ଆରମ୍ଭ କରିବାକୁ ମଞ୍ଜୁରୀ ମିଳିଛି। ଏନେଇ ଟାଟା ସନ୍‌ସ ତରଫରୁ ସୂଚନା ଦିଆଯାଇଛି।…