Browsing Tag

find problem in mobile

ଆଉ ମେକାନିକ୍‌ ପାଖକୁ ଯିବାକୁ ପଡ଼ିବନି, ଏହି ଆପ୍‌ ସାହାଯ୍ୟରେ ଘରେ ବସି ଜାଣିପାରିବେ ମୋବାଇଲରେ କ’ଣ ରହିଛି ତ୍ରୁଟି

ଯୁଗ ସହ ତାଳ ଦେଇ ଏବେ ଲୋକମାନେ ମଧ୍ୟ ଆଧୁନିକ ହୋଇଗଲେଣି। ଏବେ ଲୋକଙ୍କ ପାଖରେ କିଛି ଥାଉ କି ନଥାଉ ହାତରେ କିନ୍ତୁ ମୋବାଇଲ ରହିଥିବ। ଏହା ଏକ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଭଳି ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ପାଲଟିଛି। କିଛି ସମୟ ପାଇଁ ଯଦି ମୋବାଇଲ ହାତରେ ନ ଥିବ ତେବେ ଜୀବନ ଦୁର୍ବିସହ ମନେ ହୁଏ।…