Browsing Tag

fines for not wearing seat belt

ଅଟୋ ଚାଳକ ବାନ୍ଧିଲେନି ସିଟ୍‌ ବେଲ୍ଟ, ଚାଲାଣ କାଟିଲା ପୋଲିସ : ଆଶ୍ଚର୍ଯ୍ୟ ହେଲେ ମଧ୍ୟ ସତ

ମୁଜାଫରପୁର ; କଥାଟି ପଢି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ। କିନ୍ତୁ ଏପରି ସତରେ ଘଟିଛି। ମୋଟର ଯାନ ସଂଶୋଧନ ୨୦୧୯ ଆଇନ ଅନୁଯାୟୀ ସମଗ୍ର ଦେଶରେ ଲୋକମାନଙ୍କର ଚାଲାଣ କାଟିବା ଆରମ୍ଭ ହୋଇଯାଇଛି । ପ୍ରତିଦିନ ବିଭିନ୍ନ ପ୍ରକାର ଖବର ଶୁଣିବାକୁ ମିଳୁଛି। ଏପରି ଏକ ଘଟଣା ବିହାର ମୁଜାଫରପୁରର…