Browsing Tag

fire break out at Apollo

ଭୁବନେଶ୍ୱର ଆପୋଲୋ ହସ୍ପିଟାଲରେ ଅଗ୍ନିକାଣ୍ଡ , ପଞ୍ଚମ ମହଲାର ଆଇସିୟୁ ପାଖ ରୁମରେ ନିଆଁ

ଭୁବନେଶ୍ୱର(କେନ୍ୟୁଜ୍) : ଭୁବନେଶ୍ୱର ଆପୋଲୋ ହସ୍ପିଟାଲ ଅଗ୍ନିକାଣ୍ଡ । ପଞ୍ଚମ ମହଲାରେ ଆଇସିୟୁ ପାଖ ମେଣ୍ଟେନାନ୍ସ ରୁମରେ ନିଆଁ ଲାଗିଛି । ଡାକ୍ତରଖାନା କର୍ତ୍ତୃପକ୍ଷ ନିଆଁ ଲିଭାଇବାକୁ ଉଦ୍ୟମ କରିବା ସହ ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଦୁଇଟି ଦମକଳ ଗାଡ଼ି ସହ ଅଗ୍ନିଶମ…