ବାଣ କାରଖାନା ବିସ୍ଫୋରଣ ଘଟଣା, ଚିକିତ୍ସାଧୀନ ଅବସ୍ଥାରେ ମୋଟ୍ ୫ ଜଣଙ୍କ ମୃତ୍ୟୁ
ଭଦ୍ରକ: ବେଆଇନ୍ ଭାବେ ଚାଲିଥିଲା ବାଣ ତିଆରି । ମହିଳାଙ୍କ ଠାରୁ ଆରମ୍ଭ କରି ଛୋଟ ଛୁଆ ବାଣ ଗୋଦାମରେ ଥିଲେ । ହଠାତ ବଡ଼ଧରଣରେ ବିସ୍ଫୋରଣ ହେଲା । ଆଉ ଜଳିଗଲେ ବାଣ ଦୋକାନରେ ଥିବା କର୍ମଚାରୀ । ତେବେ ସଙ୍ଗେ ସଙ୍ଗେ ଗୁରୁତରଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ପ୍ରଥମେ…