Below header
Browsing Tag

fire started coming out of a hand pump

ହ୍ୟାଣ୍ଡ ପମ୍ପରୁ ବାହାରୁଛି ନିଆଁ, ଗ୍ରାମବାସୀ ହେଲେ ଆତଙ୍କିତ,ଦେଖନ୍ତୁ ଆଶ୍ଚର୍ଯ୍ୟଜନକ ଦୃଶ୍ୟ

ମଧ୍ୟପ୍ରଦେଶ : ହଠାତ୍‌ ନଳ କୂପରୁ ବାହାରିଲା ନିଆଁ । ମଝିରେ ମଝିରେ ପାଣି ତ ପୁଣି ନିଆଁ । ଏପରି ଦୃଶ୍ୟ ଦେଖି ଗାଁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଗଲା । ଲୋକେ ଏହାକୁ ନେଇ ବିଭିନ୍ନ ପ୍ରକାର ଆଲୋଚନା କରିବାକୁ ଲାଗିଲେ । କେହି କେହି ଏହାକ ଗୁଣି ଟୁଣି ମଧ୍ୟ କହିବାକୁ ଲାଗିଲେ । ଆଉ କେହି…