Below header
Browsing Tag

firing in nuapada

ଢ଼ାବାରେ ଗୁଳିକାଣ୍ଡ, ଜଣେ ମୃତ 

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ଡୁଆଝର ଗାଁର ବାସନ୍ତୀ ଢାବାରେ ଗୁଳିକାଣ୍ଡ । ଗୁଳିକାଣ୍ଡରେ ଢ଼ାବା ମାଲିକାଣି ବାସନ୍ତୀ ମେହେର ମୃତ । ଦୁଇଜଣ ଯୁବକ ଏକ ମୋଟର ସାଇକେଲରେ ଆସି ବାସନ୍ତୀଙ୍କ ଉପରକୁ ଗୁଳିଚାଳନା କରିଥିଲେ । ଗୁଳିମାଡ଼ରେ ବାସନ୍ତୀ ଗୁରୁତର ହୋଇ ପଡ଼ିଥିଲେ ।…