Browsing Tag

first phase voting

ଓଡ଼ିଶାରେ ଆରମ୍ଭ ହୋଇଯାଇଛି ପ୍ରଥମ ପର୍ଯ୍ୟାୟ ମତଦାନ : ଭୋଟ ଦେବେ ୬୨ ଲକ୍ଷ ୮୭ ହଜାର ଭୋଟର

ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶାରେ ଗଣତନ୍ତ୍ର ମହାପର୍ବର ପ୍ରଥମ ପର୍ଯ୍ୟାୟ । ଆରମ୍ଭ ହୋଇଛି ପ୍ରଥମ ପର୍ଯ୍ୟାୟ ମତଦାନ । ୮ଟି ଜିଲ୍ଲାରେ ୪ ଲୋକସଭା ଓ ଏହା ଅନ୍ତର୍ଗତ ୨୮ଟି ବିଧାନସଭା ଆସନ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ବୁଥ ଆଗରେ ଧାଡ଼ି ଆରମ୍ଭ ହୋଇ ଯାଇଛି । ମତଦାନ ସାବ୍ୟସ୍ତ କରିବାକୁ ଲୋକେ…

ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ୪ଟି ଲୋକସଭା ସହ ୨୮ଟି ବିଧାନସଭା ଆସନରେ ଭୋଟିଂ , ଦିନ ୧୧ଟା ସୁଦ୍ଧା ୨୨ପ୍ରତିଶତ ମତଦାନ

କେନ୍ୟୁଜ୍ : ଗଣତନ୍ତ୍ରର ମହାପର୍ବର ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ୪ଟି ଲୋକସଭା ସହ ୨୮ଟି ବିଧାନସଭା ଆସନରେ ଭୋଟିଂ ହେଉଛି । ଭୋଟରମାନେ ଧାଡ଼ିରେ ଯାଇ ମତଦାନ କରୁଛନ୍ତି । ବ୍ରହ୍ମପୁର, କଳାହାଣ୍ଡି, କୋରାପୁଟ ଓ ନବରଙ୍ଗପୁର ଲୋକସଭା ପାଇଁ ଭୋଟ୍‌ ଗ୍ରହଣ କରାଯାଉଛି…