Browsing Tag

fish vitamins

ସାରା ଜୀବନ ସୁସ୍ଥ ରହିବାକୁ ଚାହୁଁଛନ୍ତି କି, ତା’ହେଲେ ପ୍ରତିଦିନ ଖାଆନ୍ତୁ ‘ମାଛ’

ମାଗ୍ନେସିୟମ, କ୍ୟାଲସିୟମ, ସେଲେନିୟମ, ଜିଙ୍କ, ଆୟୋଡିନ ଏବଂ ଆଇରନରେ ଭରପୂର ମାଛ ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ, ତାହା ଆପଣ ବୁଝିସାରିଥିବେ। ମାଛରେ ପ୍ରୋଟିନ ଏବଂ ଓମେଗା ୩ ଫଟି ଏସିଡ ମଧ୍ୟ ରହିଛି, ଯାହାକି ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭକାରୀ। ଯେଉଁଠି ବ୍ୟସ୍ତବହୁଳ ଜୀବନ ମଧ୍ୟରେ ଆମ ଖାଇବା…