Below header
Browsing Tag

flood in bhadrak

ଚାଷ ବାସ ହରାଇ ଚିନ୍ତାରେ ବନ୍ୟା ବିପନ୍ନ, ଆଗକୁ କିପରି ପରିବାର ଚଳାଇବେ ସେନେଇ ଚିନ୍ତାରେ

ଚାନ୍ଦବାଲି: ବୈତରଣୀରେ ବନ୍ୟା ଆସି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ପାଖାପାଖି ୧୭ଗୋଟି ପଂଚାୟତର ବାସ ଓ ଚାଷକୁ ନଷ୍ଟ କଲା । ବନ୍ୟା ଛାଡିବାକୁ ୧୦ଦିନରୁ ଉର୍ଦ୍ଧ ବିତିଲାଣି । ହେଲେ ବନ୍ୟା ବିନ୍ନଙ୍କ କଷଣ ଦିନକୁ ଦିନ ବଢିଚାଲିଛି । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ସୁନ୍ଦରପୁର ପଂଚାୟତର…