Below header
Browsing Tag

fog in odisha

ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ୧୪ଟି ଜିଲ୍ଲାରେ ଆଚ୍ଛାଦିତ ହୋଇରହିବ କୁହୁଡ଼ି, ପାଣିପାଗ ବିଭାଗ ପକ୍ଷରୁ ସୂଚନା

ଭୁବନେଶ୍ବର: ସାରା ରାଜ୍ୟରେ ଏବେ ଆରମ୍ଭ ହୋଇଗଲାଣି ଶୀତର ଅନୁଭୂତି । ତା ସାଙ୍ଗକୁ ଘନ କୁହୁଡି। ଅଧିକାଂଶ ସ୍ଥାନରେ ସକାଳ ୧୦ଟା ପର୍ଯ୍ୟନ୍ତ ଯାତାୟତରେ ବାଧା ସୃଷ୍ଟି ହେଉଛି। ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ୧୪ଟି ଜିଲ୍ଲାରେ ଏଭଳି କୁହୁଡି ଲାଗିରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା…

ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡ଼ିର ଆବରଣ , ସକାଳୁ ଦେଖାଯାଉନି ରାସ୍ତାଘାଟ

ଭୁବନେଶ୍ବର(କେନ୍ୟୁଜ୍) : ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ମଧ୍ୟ କୁହୁଡ଼ିର ଆବରଣ। ଘନ କୁହୁଡ଼ିରେ ଅନେକ ସ୍ଥାନ ଆଚ୍ଛାଦିତ ହୋଇ ରହିଛି। ଘରୁ ବାହାରିଲେ ଖାଲି କୁହୁଡ଼ି ଆଉ କୁହୁଡ଼ି। ଏହା ସହ କାକର ବୁନ୍ଦା ପଡ଼ି ବର୍ଷାର ଭ୍ରମ ସୃଷ୍ଟି କରୁଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ରାତି ପ୍ରାୟ…