ଫରେଷ୍ଟରଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ମିଳିବା ଘଟଣା: ପରକୀୟା ପ୍ରୀତିକୁ ନେଇ ହତ୍ୟା କରିଛନ୍ତି ସ୍ତ୍ରୀ ଓ ପୁଅ !
ନୟାଗଡ: ଫରେଷ୍ଟରଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ମିଳିବା ଘଟଣା । ପରକୀୟା ପ୍ରୀତିକୁ ନେଇ ସ୍ତ୍ରୀ ଓ ପୁଅ ମିଶି କଲେ ହତ୍ୟା ! ମାଆ ପୁଅଙ୍କୁ ଗିରଫ ପରେ କରାଯିବ କୋର୍ଟଚାଲାଣ । ଆଜି ଦୁଇ ଜଣଙ୍କୁ ଘଟଣାସ୍ଥଳକୁ ନେଇ କ୍ରାଇମ୍ ସିନ୍ ରିକ୍ରିଏଟ କରିବ ପୋଲିସ୍ ।
ଖୋଲିଛି ଘର ଭିତରୁ ଫରେଷ୍ଟରଙ୍କ…