ପୂର୍ବ ଶତ୍ରୁତା : ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ଦୁର୍ବୃତ୍ତ ଫେରାର
ବାସୁଦେବପୁର(କେନ୍ୟୁଜ): ଅଟକାଇଲେ, ହାଣି ଫେରାର ହୋଇଗଲେ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ସର୍ତରପୁର ସୁଇସଗେଟ ନିକଟରେ ଯୁବକଙ୍କୁ ଆକ୍ରମଣ ହୋଇଛି। ଆକ୍ରମଣର ଶୀକାର ଯୁବକ ରତିକାନ୍ତ ଦଳାଇ।
ଗତକାଲି ରାତିରେ ରତିକାନ୍ତ…