Browsing Tag

fruit truck

ଏମିତି ମାନବିକତା ? ରାସ୍ତାରେ ଓଲଟିଲା ଫଳ ଟ୍ରକ୍, କିଛି ମିନିଟ ମଧ୍ୟରେ ଲୋକ ବୋହି ନେଲେ ସବୁ ଫଳପେଟି

ଓଲଟି ପଡିଲା ଟ୍ରକ। ଫଳ ପେଟି ସବୁ ବୋହିନେଲେ ଲୋକ। ଗତକାଲି ମାହାରାଷ୍ଟ୍ରରୁ କୋଲକାତା ଯାଉଥିବା ଏକ ଫଳ ବୋଝେଇ ଟ୍ରକ ପଡିଆବାହାଲ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଖବର ମିଳିବା ପରେ ଆରମ୍ଭ ହୋଇଯାଇଥିଲା ଲୁଟପାଟ୍। ଟ୍ରକରେ ଥିବା ୯୬୦ ପେଟି ଡାଳିମ୍ବ ଓ ୧୦ପେଟି ଅଙ୍ଗୁର ଚାହୁଁ ଚାହୁଁ…